21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶପୁଣି ଖସିଲା ସୁନା ରୂପା ଦର

ପୁଣି ଖସିଲା ସୁନା ରୂପା ଦର

ନୂଆଦିଲ୍ଲୀ: ପୁଣି ଖସିଲା ସୁନା ରୂପା ଦର । ଲଗାତାର ତୃତୀୟ ଦିନରେ ପୁଣି କମିଲା ସୁନା ଓ ରୂପା ଦର । ଆଜି ବି ୮ ହଜାର କମିଛି ସୁନା । ୨୪ କ୍ୟାରେଟ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୦ ହଜାର ୬୭୪ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋଗ୍ରାମ୍ ପିଛା ୨ ଲକ୍ଷ ୬୫ ହଜାର ୬୫୨ ଟଙ୍କା ରହିଛି ।

ଆଜିର ସୁନା ମୂଲ୍ୟ

ଭୁବନେଶ୍ୱର

୨୨ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୪,୭୨୦ ଟଙ୍କା
୧୮ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୨,୦୪୪ ଟଙ୍କା

ନୂଆଦିଲ୍ଲୀ

୨୨ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୪,୭୩୫ ଟଙ୍କା
୧୮ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୨,୦୫୯ ଟଙ୍କା

ମୁମ୍ବାଇ

୨୨ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୪,୭୨୦ ଟଙ୍କା
୧୮ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୨,୦୪୪ ଟଙ୍କା

କୋଲକାତା

୨୨ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୪,୭୨୦ ଟଙ୍କା
୧୮ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୨,୦୪୪ ଟଙ୍କା

ବେଙ୍ଗାଲୁରୁ

୨୨ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୪,୭୨୦ ଟଙ୍କା
୧୮ କ୍ୟାରେଟ୍ ସୁନା: ପ୍ରତି ଗ୍ରାମ୍ ପିଛା ୧୨,୦୪୪ ଟଙ୍କା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking