17.1 C
Bhubaneswar
Tuesday, December 9, 2025
Homeଓଡିଶାପୁଣି ଜଣେ ଚାଷୀଙ୍କ ମୃତ୍ୟୁ

ପୁଣି ଜଣେ ଚାଷୀଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ମଣିତାପୁର ଅଞ୍ଚଳରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବର୍ଷାରେ ଚାଷ କ୍ଷତି ଯୋଗୁଁ ମୃତ୍ୟୁ ଅଭିଯୋଗ ହୋଇଛି । ତେବେ ଧାନ ବିଲକୁ ଆସିବା ବେଳେ , ଚାଷୀ ଜଣଙ୍କ ଟଳି ପଡିଥିବା ଦେଖିବାକୁ ମିଳିଛି । ଚାଷୀଙ୍କୁ ସ୍ଥାନୀୟ ବିଞ୍ଝାରପୁର ହସ୍ପିଟାଲକୁ ନିଆଯାଇଥିବା ବେଳେ , ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଚାଷୀ ଜଣଙ୍କ ହେଉଛନ୍ତି , ଯାଜପୁର ଜିଲ୍ଲା ମଣିତାପୁର ଅଞ୍ଚଳର ମଣିରାମ ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking