ଭୁବନେଶ୍ୱର : ଶୀତକୁ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲା ହେଉଛି ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ସୁନ୍ଦରଗଡକୁ ୱାର୍ଣ୍ଣିଂ ଦିଆଯାଇଛି । ୨ ଦିନ ଘନ କୁହୁଡି ନେଇ କୋରାପୁଟ କନ୍ଧମାଳ ଜିଲ୍ଲାକୁ ଆଲର୍ଟ ରହିଛି । କାଲି ପରଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବା ନେଇ ପୂର୍ୱାନୁମାନ କରାଯାଇଛି । ୧୦ ଡିଗ୍ରୀ ତଳେ ରେକର୍ଡ ହଇଛି ୧୫ ସହରର ତାପମାତ୍ରା ।










