27.1 C
Bhubaneswar
Sunday, June 8, 2025
Homeଓଡିଶାବୃଦ୍ଧଙ୍କୁ ଦଳିଦେଲା ଦନ୍ତା: ଚାଲିଗଲା ଜୀବନ

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା: ଚାଲିଗଲା ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଆଜି ଭୋର ସାଢ଼େ ୫ ଟାରେ ଭଗାମୁଣ୍ଡାସାହିର ପ୍ରସନ୍ନ ନାଏକ(୬୫) ଘର ପାଖ ଆମ୍ବ ଗଛରୁ ଆମ୍ବ ଗୋଟେଇବାକୁ ଯାଇଥିଲେ। ସେଠାରେ ହାତୀ ହାବୁଡ଼ରେ ପଡିଥିବା ବେଳେ ତାଙ୍କୁ ହାତୀ ଦଳି ମାରିଦେଇଛି। ପରିବାରରେ ଶୋକର ଛାୟା ଖେଳିଯାଇଛି । ହାତୀଙ୍କ ଉପଦ୍ରବ ନେଇ ଭୟରେ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking