25.1 C
Bhubaneswar
Sunday, February 22, 2026
Homeଓଡିଶାମହାପ୍ରଭୁଙ୍କୁ ଅପମାନ! ଏଆଇରେ ଓଡ଼ିଆଙ୍କ ଭାବାବେଗ ସହ ଖେଳ

ମହାପ୍ରଭୁଙ୍କୁ ଅପମାନ! ଏଆଇରେ ଓଡ଼ିଆଙ୍କ ଭାବାବେଗ ସହ ଖେଳ

ଭୁବନେଶ୍ବର: କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ । ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀଜିଉଙ୍କ ବିଶାଳ ମୂର୍ତ୍ତି ବଡ଼ଦାଣ୍ଡରେ ସିଂହଦ୍ବାର ସମ୍ମୁଖରେ ଛିଡ଼ା କରାଯାଇଛି। ଆଉ ବିଶାଳ ମୂର୍ତ୍ତି ଉପରେ ଏକ କ୍ରେନ୍ ସାହାଯ୍ୟରେ କ୍ଷୀର ଢଳାଯାଉଛି। ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଜାଲା ବିସଭରାଜ ସିଂ ଆଇଡିରେ ଏପରି ଏକ ଭିଡିଓ ଅପଲୋଡ୍ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking