15.1 C
Bhubaneswar
Saturday, December 6, 2025
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହା

ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଁଚିଲେ। ଡିଜିପି ସମ୍ମିଳନୀରେ ସାମିଲ ହେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଭୁବନେଶ୍ୱର ବିମାନ ବନ୍ଦର ରୁ ବାହରିକି ଲୋକସଭା ଭବନ ସିଧା ଗଲେ । ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍‌ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଡିଜିପି ସମ୍ମିଳନୀ ଉଦଘାଟନ କରିବେ। ଆଉ କିଛି ମିନିଟ ପରେ ଡିଜିପି ସମ୍ମିଳନୀ ଆରମ୍ଭ ହେବ । ସମସ୍ତେ ଡିଜି , ଆଇଜି ଏବଂ ବଡ ବଡ ମନ୍ତ୍ରୀ ଆସି ପହଂଚି ଲୋକସଭା ରେ ପହଞ୍ଚି ବସିଛନ୍ତି ଏବଂ ଅମିତ ଶାହା ଙ୍କୁ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking