31.1 C
Bhubaneswar
Thursday, March 19, 2026
Homeଓଡିଶାଭିଜିଲାନ୍ସ ଜାଲରେ ଅମିନ ଶିଶିର ନାଏକ

ଭିଜିଲାନ୍ସ ଜାଲରେ ଅମିନ ଶିଶିର ନାଏକ

ସୁନ୍ଦରଗଡ : କୁତ୍ରା ତହସିଲ ଅମିନଙ୍କୁ ଧରିଛି ଭିଜିଲାନ୍ସ । କୁତ୍ରା ତହସିଲ ଅମିନ ଶିଶିର ନାଏକଙ୍କୁ ଧରିଲା । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡି ବସିଛି । ଜମିପଟା ନକ୍ସା ତିଆରି ପାଇଁ ନେଉଥିଲେ ଲାଞ୍ଚ । ରାଉରକେଲା ଭିଜିଲାନ୍ସ   ପକ୍ଷରୁ ହୋଇଥିଲା ଚଢାଉ । ଶିଶିରଙ୍କ ବାସ ଭବନ ଓ ଅଫିସରେ ଚଢାଉ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking