28.1 C
Bhubaneswar
Thursday, June 12, 2025
Homeଦେଶ ବିଦେଶପୁଣି ଆମେରିକାର ମଧ୍ୟସ୍ଥି ପ୍ରସ୍ତାବ

ପୁଣି ଆମେରିକାର ମଧ୍ୟସ୍ଥି ପ୍ରସ୍ତାବ

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ଭିତରେ ବଡ ଖବର ସାମ୍ନାକୁ ଆସିଛି । ଭାରତକୁ ଫୋନ କଲା ଆମେରିକା । ବିଦେଶୀ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଫୋନ କଲେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଉତ୍ତେଜନା କମାଇବାକୁ ପରାମର୍ଶ ଦେଇଛି ଆମେରିକା । ସମାଧାନ ପାଇଁ ମଧ୍ୟସ୍ଥି ହେବାକୁ ପ୍ରସ୍ତାବ ଦେଲା । ପୁଣି ମଧ୍ୟସ୍ଥି ପ୍ରସ୍ତାବ ଦେଲା ଭାରତ । ପୂର୍ବରୁ ପ୍ରସ୍ତାବ ଦେଉଥିଲେ ଟ୍ରମ୍ପ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking