21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମଝି ଆକାଶରେ ଦୁଇ ବିମାନ ଧକ୍କା

ମଝି ଆକାଶରେ ଦୁଇ ବିମାନ ଧକ୍କା

ୱାଶିଂଟନ୍ : ମଝି ଆକାଶରେ ଦୁଇ ବିମାନ ଧକ୍କା । ସେନା ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା ହୋଇଛି। ଓ୍ବାଶିଂଟନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀ ବିମାନ ଅବତରଣ ବେଳେ ଧକ୍କା ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନି। ଉଡାଣ ଭରିବାକୁ ଥିବା ସମସ୍ତ ବିମାନ ବାତିଲ କରାଯାଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ପୁରା ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking