24.1 C
Bhubaneswar
Sunday, December 7, 2025
Homeଓଡିଶା ଅନଲାଇନରେ ବୁକ ହେବ ଆମ୍ବୁଲାନ୍ସ: ମନ୍ତ୍ରୀ

 ଅନଲାଇନରେ ବୁକ ହେବ ଆମ୍ବୁଲାନ୍ସ: ମନ୍ତ୍ରୀ

ଭୁବନେଶ୍ୱର: ଏଣିକି  ଅନଲାଇନରେ ବୁକ ହେବ  ଆମ୍ବୁଲାନ୍ସ ।  ଏନେଇ ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଓଡିଶା ଯାତ୍ରୀ ଆପରେ ଯୋଡି ହେବ ଆମ୍ବୁଲାନ୍ସ  ସେବା ।  ପରିବହନ ବିଭାଗ  ହାତରେ ରହିବ ସଂରକ୍ଷଣ ଦାୟିତ୍ୱ । କ୍ରୁଟ ସହାୟତାରେ ଏହାକୁ ଚଲାଯିବ ।  ଏହାର ରେଟ ଚାର୍ଟ ସରକାର ନିର୍ଧାରିତ କରିବେ । ସରକାରୀ ସହ ଆମ୍ବୁଲାନ୍ସ ସେବା ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking