26.1 C
Bhubaneswar
Friday, March 20, 2026
Homeଓଡିଶାଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ବଢିଲା ୧୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ । ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ସମାନ କାମକୁ ସମାନ ଦରମା ଦାବି, ମଙ୍ଗଳବାର ଠାରୁ ଜିପିଏସ୍ ବଟନ୍ ଅଫ୍ କରି ଅଫରୋଡ୍ ମୋଡରେ ଗାଡି ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ରୋଗୀ ସେବା ପ୍ରଭାବିତ ହୋଇଛି । ଅନ୍ୟପଟେ ଅଫରୋଡ୍ ମୋଡ଼ରେ ସେବା ଦେବାକୁ ଅମଙ୍ଗ ଆମ୍ବୁଲାନ୍ସ ସେବା ଯୋଗାଉ ଥିବା କମ୍ପାନୀ। ପୂର୍ବରୁ ମଧ୍ୟ ସମାନ ଦାବି ନେଇ ଜିପିଏସ୍ ବଟନ ବନ୍ଦ କରାଯାଇଥିବା ବେଳେ ଦାବି ପୂରଣ ହୋଇନାହିଁ। ପୁଣିଥରେ ଏଭଳି ପନ୍ଥା ଆପଣାଇ ଆମ୍ବୁଲାନ୍ସ କର୍ମଚାରୀ ମାନେ ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ବର, ମାଲକାନଗିରି, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking