21.1 C
Bhubaneswar
Friday, February 6, 2026
Homeଓଡିଶାଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ: ଚାଲିଗଲା ରୋଗୀଙ୍କ ଜୀବନ

ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ: ଚାଲିଗଲା ରୋଗୀଙ୍କ ଜୀବନ

ବାଲେଶ୍ବର: ଅଧା ବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ  ।  ଚାଲିଗଲା ରୋଗୀଙ୍କ ଜୀବନ। ଠେଲି ଠେଲି ହାଲିଆ ହେଲେ ଲୋକେ । ତଥାପି ଷ୍ଟାର୍ଟ ହେଲାନି ଆମ୍ବୁଲାନ୍ସ ।  ବାଲେଶ୍ବର ସୋର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁର ନାରାୟଣ ଚଣ୍ଡ ବିଲରୁ ଆସୁଥିବା ବେଳେ ପାଣିରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯାଉଥିଲା । ରୋଗୀ ନେଇ ଆସୁଥିବା ବେଳେ ଅଧା ବାଟରେ ଅଟକିଥିଲା । ଘଣ୍ଟାଏ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପଂହଁଚିବା ପରେ ସ୍ଥାନାନ୍ତର କରି ରୋଗୀ ସୋର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking