ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା । କାଗଜପତ୍ର ପାଇଁ ଲାଗିବ ଆଉ ସପ୍ତାହେ । ଟେଣ୍ଡର ସରିବାର ୬୦ ଦିନରେ ଆସିବ ୪୩୨ ଆମ୍ବୁଲାନ୍ସ । ଏନେଇ ସୂଟନା ଦେଲେ ୧୦୮ ଆମ୍ବୁଲାନ୍ସ ଓଡିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ।