28.1 C
Bhubaneswar
Tuesday, May 6, 2025
Homeଓଡିଶାସଞ୍ଜୟଙ୍କୁ  ଘେରିଲେ ଅମରେଶଙ୍କ ସମର୍ଥକ

ସଞ୍ଜୟଙ୍କୁ  ଘେରିଲେ ଅମରେଶଙ୍କ ସମର୍ଥକ

ଭୁବନେଶ୍ୱର: ଭୁବନେଶ୍ୱରରେ ପଦାରେ ପଡିଲା ବିଜେଡି କନ୍ଦଳ । ରାତି ଅଧରେ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଅମରେଶ ଜେନାଙ୍କ ସମର୍ଥକ । ଖାରବେଳ ନଗର ସ୍ଥିତ ବାସଭବନରେ ପ୍ରବଳ ହୋହଲ୍ଲା  ଦେଖାଦେଇଛି । ରାଜ୍ୟ ପରିଷଦ  ସଦସ୍ୟ ତାଲିକାରୁ ବାଦ ପଡିଛନ୍ତି ଅମରେଶ । ବାଦ ପଡିଥିବା ପଛରେ ସଞ୍ଜୟଙ୍କ ହାତଥିବା ସମର୍ଥକଙ୍କ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking