15.1 C
Bhubaneswar
Saturday, December 6, 2025
Homeଓଡିଶାବିଜେପିରେ ସାମିଲ ହୋଇପାରନ୍ତି ଅମର!

ବିଜେପିରେ ସାମିଲ ହୋଇପାରନ୍ତି ଅମର!

ଭୁବନେଶ୍ୱର: ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି  । ବିଜେଡିର ପୂର୍ବତମ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେଡି ଛାଡି ବିଜେପିରେ ହୋଇପାରନ୍ତି ସାମିଲ ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ  ରାଜ୍ୟ ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ ହୋଇପାରନ୍ତି ସାମିଲ ।  ତାଙ୍କ ସହ  ନୂଆପଡାର କିଛି ବିଜେଡି  ନେତା   ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking