24.1 C
Bhubaneswar
Tuesday, February 10, 2026
Homeଅପରାଧଛାତ୍ରୀଙ୍କୁ ନୃତ୍ୟ ଗୁରୁଙ୍କ ଅସଦାଚରଣ ଅଭିଯୋଗ

ଛାତ୍ରୀଙ୍କୁ ନୃତ୍ୟ ଗୁରୁଙ୍କ ଅସଦାଚରଣ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର କଳା ପରିଷଦର ଛାତ୍ରୀଙ୍କୁ ନୃତ୍ୟ ଗୁରୁଙ୍କ ଅସଦାଚରଣ । ନୃତ୍ୟ ଶିକ୍ଷକ ସୂର୍ଯ୍ୟ ଗୁରୁ ନିଜ ଅନୁଷ୍ଠାନର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଜିଲ୍ଲାପାଳ। ପୀଡ଼ିତା ସାମାଜିକ ଗଣ ମାଧ୍ୟମରେ ଜଣାଇବା ପରେ ସହରରେ ଚର୍ଚ୍ଚା ଜୋର ଧରିଛି । ବେଙ୍ଗାଲୁରୁରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାଇଥିବାବେଳେ ତାଙ୍କୁ ରୁମରେ ଅସଦାଚରଣ କରିଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ନୃତ୍ୟ ଶିକ୍ଷକ ସୂର୍ଯ୍ୟ ଗୁରୁ କହିଛନ୍ତି ଏହା ସମ୍ପୂର୍ଣ ମିଥ୍ୟା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking