32.1 C
Bhubaneswar
Tuesday, March 31, 2026
Homeଓଡିଶାଫେରିନି ସବୁ ଲୁଟ ଅସ୍ତ୍ର: ସଞ୍ଜୀବ ପଣ୍ଡା

ଫେରିନି ସବୁ ଲୁଟ ଅସ୍ତ୍ର: ସଞ୍ଜୀବ ପଣ୍ଡା

ଭୁବନେଶ୍ୱର: ଓଡିଶାରେ ପ୍ରାୟତଃ ସରିଛି ମାଓ ଲଢେଇ, ମାତ୍ର ଫେରିନି ସବୁ ଲୁଟ ଅସ୍ତ୍ର । ଏନେଇ ସୂଚନା ଦେଲେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା । ଲୁଟ ହୋଇଥିବା ସବୁ ଅସ୍ତ୍ର ଫେରିବା ନେଇ ଉଦ୍ୟମ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ମାଓ ସମର୍ଥକ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ ନଜର ରଖାଯିବ । ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ଉପରେ ନଜର ରହିବ । ଏବେ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ରହି ସ୍ଥିତି ଉପରେ ନଜର ରଖିବେ । ଦୁଇ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ଯଦି କେହି ପୁଣି ଥରେ ଉଦ୍ୟମ କରନ୍ତି , ତାହାକୁ ଦମନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking