34.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶସର୍ବଦଳୀୟ ବୈଠିକ ଜାରି

ସର୍ବଦଳୀୟ ବୈଠିକ ଜାରି

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ ।   ଅମିତ ଶାହା, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ ବୈଠକରେ ଉପସ୍ଥିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ଏଥି ସହିତ ଅଧ୍ୟକ୍ଷ ଖଡ୍‌ଗେ, ରାହୁଲ ଗାନ୍ଧି ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଆଗାମୀ ରଣନୀତି ନେଇ ହୋଇପାରେ ଆଲୋଚନା ।ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଏସଏ ଅଜିତ ଡୋଭାଲ । ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲେଚନା କରୁଛନ୍ତି । ପ୍ରନନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking