30.1 C
Bhubaneswar
Friday, May 9, 2025
Homeଓଡିଶାକଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା

କଟକ: ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ମହିଳା କର୍ମଚାରୀ ସଂଘର ଧାରଣା । କଟକ କଲେକ୍ଟର ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଅଧିକ ମହିଳା କର୍ମଚାରୀ ।  କଟକ ସିଟି ୧  ସିଡିପିଓଙ୍କ  ଖରାପ ବ୍ୟବହାରକୁ ବିରୋଧ କରି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ । କଟକ ସିଟି ୧ ସିଡିପିଓଙ୍କ  ବଦଳି ଦାବି କରି ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking