19.1 C
Bhubaneswar
Friday, February 13, 2026
Homeଓଡିଶାଚଳଚଞ୍ଚଳ ସମସ୍ତ ଶୈବପୀଠ

ଚଳଚଞ୍ଚଳ ସମସ୍ତ ଶୈବପୀଠ

ଭୂଅବେଶ୍ୱର : ଚଳଚଞ୍ଚଳ ସମସ୍ତ ଶୈବପୀଠ । ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏଥିପାଇଁ ସକାଳ ପ୍ରହରରୁ ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିଛି ଅସଂଖ୍ୟ କାଉଡିଆଙ୍କ ଭିଡ। କାଉଡ଼ିଆ ମାନେ ନିଜ ନିଜର ମନସ୍କାମନା ନେଇ ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି। ଲିଙ୍ଗରାଜ, ଲୋକନାଥ, କପିଳାସ, ଧବଳେଶ୍ବର, ଆଖଣ୍ଡଳମଣୀ ଓ ଲଡ଼ୁବାବାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମିଛି। ବୋହୂ ଦୂରରୁ ମାନସିକ ଧାରି ମାନେ ଖାଲି ପାଦରେ ଚାଲି ଚାଲି ଆସି ମହାଦେବଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking