19.1 C
Bhubaneswar
Saturday, February 7, 2026
Homeଓଡିଶାଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିଅନସିପ

ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିଅନସିପ

ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିଅନସିପର ଉଦଘାଟନ କଲେ ଡିଜିପି । ଆଜିଠାରୁ ୧୫ ତାରିଖ ଯାଏଁ  କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ ସାମିଲ ହେବେ । ୨୬ ଟି ପୁରୁଷ ଓ ୯ଟି ମହିଳା ସାମିଲ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking