20.1 C
Bhubaneswar
Saturday, December 6, 2025
Homeଓଡିଶାସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ ହେବ

ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ ହେବ

ଭୁବନେଶ୍ୱର : ସେପ୍ଟେମ୍ବର ମାସ ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ ହେବ ।  ଆଜି ବିଧାନସଭାରେ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି । ବିଦୁ୍ୟତିକରଣ ହୋଇନଥିବା ସବୁ ଘରକୁ ସେପ୍ଟେମ୍ବର ସୁଦ୍ଧା ବିଜୁଳି ପହଞ୍ଚିବ । ସବୁ ଘରକୁ ବିଜୁଳି ପାଇଁ ରାଜ୍ୟ ସରକାର ଡିସକମକୁ ୪୧୫ କୋଟି ଟଙ୍କା ଦେଇଛନ୍ତି ବୋଲି ବିଧାନସଭାରେ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି ।ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking