25.1 C
Bhubaneswar
Saturday, March 21, 2026
Homeଓଡିଶାକଂଗ୍ରେସର ସବୁ ବିଧାୟକ ନିଲମ୍ବିତ

କଂଗ୍ରେସର ସବୁ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ଆଜି କଂଗ୍ରେସର ସବୁ ବିଧାୟକ ନିଲମ୍ବିତ ହୋଇଛନ୍ତି ।  ସୂଚନା ଅନୁସାରେ ଗୃହରେ ବିଶୃଙ୍ଖଳା କରିଥିବାରୁ  ପ୍ରଥମେ ତାରାବାହିନୀ ପତିଙ୍କୁ ନିଲମ୍ବିତ କରାଯାଇଥିଲା । ପରେ ଗତକାଲି ଏଭଳି  ପୁନର୍ବାର ହଟ୍ଟଗୋଳ , ହଙ୍ଗାମା  କରିଥିବାରୁ  ୧୨ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା । ବଳକା ଦୁଇ କଂଗ୍ରେସ ବିଧାୟକ  ତାରା ବାହିନୀପତି , ରମେଶ ଜେନା ନିଲମ୍ବିତ ହୋଇନଥିଲେ । ଗୃହରେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରି  ବିଶୃଙ୍ଖଳା  ସୃଷ୍ଟି କରିବାରୁ  ଆଜି ବାଚସ୍ପତି ସୁରମା ପାଢୀ କଂଗ୍ରେସର ସବୁ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ।

୧. ରାମଚନ୍ଦ୍ର କାଡାମ
୨. ସିଏସ ରାଜନ ଏକ୍କା
୩. ଦାସରଥି ଗମାଙ୍ଗ
୪. ଅଶୋକ ଦାସ
୫. ସତ୍ୟଜିତ ଗମାଙ୍ଗ
୬. ସାଗର ଦାସ
୭. ପ୍ରଫୁଲ୍ଲ ପ୍ରଧାନ
୮. ମଙ୍ଗୁ ଖିଲ
୯. ପବିତ୍ର ସାଉନ୍ତା
୧୦. କାଡ୍ରାକା ଆପାଲାସ୍ୱାମୀ
୧୧. ନୀଳମାଧବ ହିକକା
୧୨. ସୋଫିଆ ଫିର୍ଦ୍ଦୋଶ
୧୩. ତାରା ପ୍ରସାଦ ବାହିନୀପତି
୧୪. ରମେଶ ଜେନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking