26.1 C
Bhubaneswar
Saturday, April 12, 2025
Homeଓଡିଶାସବୁ ବିଜେଡି ନେତା ବିଜେପିରେ ମିଶିବାକୁ ଚାହୁଁଛନ୍ତି: ସମ୍ପଦ

ସବୁ ବିଜେଡି ନେତା ବିଜେପିରେ ମିଶିବାକୁ ଚାହୁଁଛନ୍ତି: ସମ୍ପଦ

ଭୁବନେଶ୍ୱର: ସବୁ ବିଜେଡି ନେତା ବିଜେପିରେ ମିଶିବାକୁ ଚାହୁଁଛନ୍ତି କହିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ବିଜେଡିର ଶୀର୍ଷରୁ ତଳ ଯାଏଁ ସମସ୍ତେ ବିଜେପିରେ ମିଶିବାକୁ ଚାହୁଁଛନ୍ତି । କିନ୍ତୁ ଆମ ଦଳ କାହାକୁ ଗ୍ରହଣ କରିବ, ନ କରିବ ବରିଷ୍ଠ ନେତୃବୃନ୍ଦ ନିଷ୍ପତ୍ତି ନେବେ । ଅଳ୍ପ ଦିନରେ ବିଜେଡି ବିଲୁପ୍ତ ହୋଇଯିବ । ବିରୋଧୀ ଦଳରେ ରହିବାକୁ ବିଜେଡି ନେତାମାନଙ୍କୁ ଭଲ ଲାଗୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking