30.1 C
Bhubaneswar
Friday, February 13, 2026
Homeଓଡିଶାଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନା ରlଲି

ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନା ରlଲି

ଯାଜପୁର : ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ ପକ୍ଷ ରୁ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ରlଲି ଅନୁଷ୍ଠିତ ହୋଇଥିଲା l
ଶିଶୁ ଶ୍ରମିକ ମାନଙ୍କୁ କାର୍ଯ୍ୟ ରେ ନିୟୋଜିତ ନ କରି ସେମାନଂକୁ ଶିକ୍ଷା ଦେଲ ଭବିଷ୍ୟତ ରେ ଭଲ ମଣିଷ ହୋଇ ଦେଶ ର ନାମ ରଖିବେ ସେମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପଣୟନ କରିଚନ୍ତି ଏହା କୁ ଜନ ସଚେତନତା କରିବା ପାଇଁ ଶିଶୁ ଶ୍ରମିକ ନିରାକରଣ ରାଲି ର ମୁଖ୍ୟ ଲକ୍ଷ l ଏହି ସଚେତନତା ରାଲି ବ୍ୟାସନଗର ମହା ବିଦ୍ୟାଳୟ ଠାରୁ ବାହାରି ଥିଲା l ସେଠାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ କରା ଯାଇ ଥିଲା ମହା ବିଦ୍ୟାଳୟ ର ଏନ ସି ସି ଏନ ଏସ ଏସ ଛାତ୍ର ଛତ୍ରୀ ମାନେ ରାଲି ରେ ଅଂଶ ଗ୍ରହଣ କରି ଥିଲେ l କଳିଙ୍ଗନଗର ଏଡି ଏମ ଲଙ୍କେଶ୍ଵର ଅମାତ ପତାକା ହଲାଇ ସଚେତନତା ରାଲି କୁ ଉଦୁଘାଟନ କାଳିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଙ୍କ ନେତୃତ୍ୱ ରାଲି ଭାରି ଶୁଶୁ ସୁରକ୍ଷା ଆମର ଲକ୍ଷ ପ୍ରଭୁତି ନାର ଦେଇ ସହର ପରିକ୍ରମା କରି ଥିଲା ବ୍ୟବସାୟ ଅନୁଷ୍ଠାନ ମାନଙ୍କ ରେ ଶିଶୁ ଙ୍କୁ ଶ୍ରମିକ ଭାବରେ କାମ କାମ କରୁ ଥିବା ବ୍ୟକ୍ତି ମାନଙ୍କୁ ସାବଧାନ ଓ ଶିଶୁ ଶ୍ରମିକ ଆଇନ ସମ୍ପର୍କ ରେ ଅବଗତ କରା ଯାଇ ଥିଲା ଓ ରିପ୍ଲେଟେ ବଣ୍ଟନ କରା ଯାଇ ଥିଲା ସହକାରୀ ଶ୍ରମ ଅଧିକାରୀ ସଂଜୀବ ଦେଓ ସମେତ ଶ୍ରମ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking