26.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଅକ୍ଷୟ କୁମାରଙ୍କୁ ହେଲା କରୋନା

ଅକ୍ଷୟ କୁମାରଙ୍କୁ ହେଲା କରୋନା

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ହେଲା କରୋନା ।ଆଜି ଅକ୍ଷୟଙ୍କ ଫିଲ୍ମ ‘ସରଫିରା’ ରିଲିଜ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ଆସିଛି ସବୁଠାରୁ ବଡ଼ ଦୁଃଖଦ ଖବର । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଖିଲାଡି ଷ୍ଟାରଙ୍କୁ କରୋନା ହୋଇଛି । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି ଏବଂ ଅକ୍ଷୟଙ୍କ ରିପୋର୍ଟ ଆସିବା ପରେ ଅକ୍ଷୟ କୁମାର ନିଜକୁ କ୍ୱାରେଣ୍ଟାଇନ କରିନେଇଛନ୍ତି ।ସେପଟେ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ବଲିଉଡର ପାଖାପାଖି ସବୁ କଳାକାର ଯୋଗ ଦେଉଥିବା ବେଳେ ଅକ୍ଷୟ କୁମାର ଯୋଗ ଦେଇପାରି ନାହାଁନ୍ତି । ଅମ୍ବାନୀଙ୍କ ବାହାଘରରେ ଜନ୍ ସୀନା, ମାଇକ୍ ଟାଇସନ, ଜୀନ କ୍ଲାଓଡ ଭଳି କଳାକାର ଯୋଗ ଦେଇଛନ୍ତି । ହେଲେ ବାହାଘର ଉତ୍ସବରେ ଅକ୍ଷୟ କୁମାରଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଦୁଃଖିତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking