ସଫଳତା ——-!!!
ଗୋଟିଏ ଦିନରେ ମିଳିବନି
ଗୋଟିଏ ଦିନ ନିଶ୍ଚୟ ମିଳିବ !!!
ଫଟା ମାଠିଆରେ କାଦୁଅ ବୋଳିବା ଯାହା , ସ୍ବାର୍ଥପର ଓ ଗର୍ବି ଲୋକଙ୍କ ସହ ବୁଝାମଣା ସେଇଆ ।*
ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇ ନ ଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ !!
ଦୁଇ ପ୍ରକାର ଲୋକ ସମସ୍ତଙ୍କ ଜୀବନରେ ଥାଆନ୍ତି ,
ଜଣେ ପ୍ରଶଂସକ ଆଉ ଜଣେ ନିନ୍ଦୁକ,,,,
ତେଣୁ ଏଥିରେ ବେସି ଭାବିବାର କିଛି କଥା ନାହିଁ ।
Life ରେ ଏମିତି ଗୋଟିଏ Relation କରିବା ଉଚିତ୍ ଯାହା ପାଖରେ ସବୁ କିଛି Share କରାଯାଏ, ଅଭିମାନ କରାଯାଏ, ଝଗଡ଼ା କରାଯାଏ But ତାକୁ କେବେ ଭୁଲି ହୁଏନା —।
ଏହି ଛଅ ଗୋଟି ସ୍ଥାନରେ ରାଗନ୍ତୁ ନାହିଁ l
ସକାଳୁ ଉଠିବା ମାତ୍ରେ ରାଗନ୍ତୁ ନାହିଁ l ( ଏହା ଆପଣଙ୍କର ସାରା ଦିନର କାମକୁ ନଷ୍ଟ କରି ଦେବ)l
ପୂଜା ସମୟରେ କ୍ରୋଧ କରନ୍ତୁ ନାହିଁ l ( ଇଶ୍ୱର ଆପଣଙ୍କ ପୂଜା ଗ୍ରହଣ କରିବେ ନାହିଁ )
ଖାଇବା ସମୟରେ ରାଗନ୍ତୁ ନାହିଁ l ( ଆପଣଙ୍କ ଶରୀର ଅସୁସ୍ଥ ହୋପାରେ, ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ)
ଘରୁ ବାହାରକୁ ଯିବା ସମୟରେ ରାଗନ୍ତୁ ନାହିଁ l( ଏହା କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି )
ରାତିରେ ଶୋଇବା ସମରେ ରାଗନ୍ତୁ ନାହିଁ l ( ଏହା କରିବା ଦ୍ୱାରା ଆପଣଙ୍କ ବୟସ ହ୍ରାସ ହୁଏ)
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣ
ଅଦ୍ୟ ଅପ୍ରେଲ ମାସ ୨୬ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ବୈଶାଖ ମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ଦିବା ଘ ୦୮/୨୯ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୭/୦୨ ଗତେ ରେବତୀ
ଚନ୍ଦ୍ର – ମୀନ ରାତ୍ରି ଘ୦୪/୦୮ ଗତେ ମେଷ
ଯୋଗ- ବୈଧୃତି
କରଣ – ବାଣିଜ୍ୟ
ସୌରମାସ- ମେଷ ୧୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୦୯
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୮/୨୯ ଗତେ ପଶ୍ଚିମେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଧନୁ ରାଶିର ଘାତଚନ୍ଦ୍ର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ
ମୃତେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୪ ମଧ୍ୟେ ଓ ଦିବା ଘ୦୪/୩୧ ଗତେ ଘ୦୬/୦୮ ମଧ୍ୟେ
ବାରବେଳା- ଦିବା ଘ୦୧/୨୧ ଗତେ ଘ୦୨/୫୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୨୪ ଗତେ ଘ୧୨/୩୬ ମଧ୍ୟେ ଓ ରାତ୍ରି ଘ୦୮/୨୮ ଗତେ ଘ୧୦/୫୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
* ═✧*══•❁❀❁•═════✧
ଅଦ୍ୟ ବାଇଗଣ ଦିବା ଘ ୦୮/୨୯ ଗତେ ବିରି ଭକ୍ଷଣ ନିଷେଧ
═✧══•❁❀❁•════
ଆଜିର ରାଶିଫଳ
✧═════•❁❀❁•════
ମେଷ
:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•════
ବୃଷ
: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।*
✧═════•❁❀❁•════
ମିଥୁନ
: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।*
✧═════•❁❀❁•════
କର୍କଟ
: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*
✧═════•❁❀❁•════
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।*
✧═════•❁❀❁•════
କନ୍ୟା
: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।*
✧═════•❁❀❁•════
ତୁଳା
: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।*
✧═════•❁❀❁•════
ବିଛା
: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।*
✧═════•❁❀❁•════
ଧନୁ
: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
✧═════•❁❀❁•════
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।*
✧═════•❁❀❁•════
କୁମ୍ଭ
: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*
✧═════•❁❀❁•════
ମୀନ
: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।