18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶରନୱେରେ ଓଲଟି ପଡ଼ିଲା ଏୟାରଲାଇନ୍ସ ବିମାନ, ୧୮ ଯାତ୍ରୀ ଆହତ

ରନୱେରେ ଓଲଟି ପଡ଼ିଲା ଏୟାରଲାଇନ୍ସ ବିମାନ, ୧୮ ଯାତ୍ରୀ ଆହତ

ଟୋରୋଣ୍ଟୋ: କାନାଡ଼ା ଟୋରୋଣ୍ଟୋ ବିମାନବନ୍ଦରରେ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଟୋରୋଣ୍ଟୋ ବିମାନବନ୍ଦର ରନୱେରେ ଡେଲଟା ଏୟାରଲାଇନ୍ସ ବିମାନ ଅବତରଣ କରୁଥିବାବେଳେ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଏହି ବିମାନ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଡେଲଟା ଏୟାରଲାଇନ୍ସ ବିମାନରେ ୭୬ଜଣ ଯାତ୍ରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଟୋରୋଣ୍ଟୋ ବିମାନବନ୍ଦର ରନୱେରେ ଡେଲଟା ଏୟାରଲାଇନ୍ସ ବିମାନ କାହିଁକି ଓଲଟି ପଡ଼ିଲା ତାହାର କାରଣ ଜାଣିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଏକ କମିଟି ଗଠନ ପରେ ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking