15.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି । କଲମ୍ବୋରୁ ଚେନ୍ନାଇ ଆସୁଥିବା ବିମାନର ଜରୁରୀ ଅବତରଣ ହୋଇଛି । ଚଢେଇ ମାଡ ହେବାରୁ ଯାନ୍ତ୍ରିକ ତ୍ରୁଟି ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ୧୫୮ ଜଣ ଯାତ୍ରୀଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।ଗତ ମାସରେ, ହାଇଦ୍ରାବାଦରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ପକ୍ଷୀ ଧକ୍କା ହେବାର ସନ୍ଦେହଜନକ ଘଟଣା ପରେ ବିଶାଖାପାଟଣା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking