ଭୁବନେଶ୍ୱର: ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ ରେକର୍ଡ ସଂଖ୍ୟକ ସଦସ୍ୟତା ହାସଲ କରିଛି ଦଳ । ୪୦ ଲକ୍ଷରୁ ଅଧିକ ସଦସାତା ଗ୍ରହଣ କରାଯାଇଛି । ଏହାକୁ ଚଲିତ ବର୍ଷ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରହିଛି ।