22.1 C
Bhubaneswar
Friday, February 6, 2026
Homeଓଡିଶା୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ କରି କହିଛନ୍ତି, ଆପଣମାନେ ତୃଣମୁଳସ୍ତରରେ  ସରକାରୀ ପ୍ରତିନିଧି ।  ସରକାରୀ ଯୋଜନାରେ  ସଫଳ ରୁପାୟନ  ଆପଣଙ୍କର ଦାୟିତ୍ୱ ।  ଆମ ସରକାରକୁ  ୫୨୪ ଦିନ ପୁରିଛି । ପ୍ରାୟ  ସବୁ ଜିଲ୍ଲା ଗସ୍ତ କରିଛି । କଟକ ଜିଲ୍ଲାକୁ  ସର୍ବାଧିକ ୩୨, କେନ୍ଦୁଝର ଜିଲ୍ଲାକୁ  ୩୨ ଥର ଯାଇଛି ।  ୨୦୩୬ ସମୃଦ୍ଧ ଓଡିଶା ଓ ୨୦୪୭ ବିକଶିତ  ଭାରତ ଆମର ଲକ୍ଷ୍ୟ ରହିଛି । ୨୦୩୬ ସୁଦ୍ଧା ଶ୍ରେଷ୍ଠ  ୫ ରାଜ୍ୟରେ  ଓଡିଶାକୁ ରଖିବାକୁ ଲକ୍ଷ୍ୟ ରଖିଛୁ । ଏଥିପାିଁ ଅନେକ ଆହ୍ୱାନ ରହିଛି । ସମ୍ମୁଖୀନ ହେବାକୁ ପଡିବ । ପ୍ରଥମ ବର୍ଷରୁ ଯୋଜନା  କରିଛୁ , ଉତ୍କର୍ଷ ଓଡିଶା କନକ୍ଲେଭ ଆୟୋଜନ କରିଥିଲୁ । ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା ଯାହାକି ବଡ ସଫଳତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking