31.1 C
Bhubaneswar
Saturday, February 7, 2026
Homeଓଡିଶାପାଣିପାଗ ତଥ୍ୟ ଦେବ ଏଆଇ

ପାଣିପାଗ ତଥ୍ୟ ଦେବ ଏଆଇ

ଭୁବନେଶ୍ୱର: ଏଣିକି  ପାଣିପାଗ ବାବଦରେ ପୂର୍ୱାନୁମାନ କରିବ ଏଆଇ । ଏନେଇ ସୂଚନା ଦେଲେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ । ଏବେ ଦକ୍ଷିଣ ଓଡିଶାରେ ମୌସୁମୀ ବାୟୁ ସକ୍ରିୟ ଅଛି । ଆଗକୁ ଆଉ ଏକ ଲଘୁଚାପ ଅଛି, ଏହାର ପ୍ରଭାବରେ ମୌସୁମୀ  ସକ୍ରିୟ ହେବ ।  ମୌସୁମୀରେ ଯେତିକି ବର୍ଷା ହୁଏ, ଚଳିତ ବର୍ଷ ଅଧିକ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking