25.1 C
Bhubaneswar
Monday, December 8, 2025
Homeଓଡିଶାଟ୍ୱିନ ସିଟିକୁ ଜଗିବ ଏଆଇ

ଟ୍ୱିନ ସିଟିକୁ ଜଗିବ ଏଆଇ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଲାଗିବ ଏଆଇ କ୍ୟାମେରା । ଚିହ୍ନଟ ହେବେ ଅପରାଧି ଓ ଟ୍ରାଫିକ ଖିଲାପକାରୀ । ଟେକ୍ନୋଲୋଜି ମାଧ୍ୟମରେ ଅପରାଧ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂ କଡାକଡି ହେବ । ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ମୁତୟନ ହେବେ । ଏନେଇ ପୁଲିସ କମିଶନର ଏସ.ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking