32.1 C
Bhubaneswar
Saturday, February 14, 2026
Homeଓଡିଶାବୟସ ସୀମା କୋହଳ: ହାଇକୋର୍ଟ

ବୟସ ସୀମା କୋହଳ: ହାଇକୋର୍ଟ

ଭୁବନେଶ୍ୱର: ବୟସ ସୀମା କୋହଳ ନିର୍ଦେଶ । କୋହଳ ହେବ ଓଡିଶା ପୋଲିସ ର ଡ୍ରାଇଭର ନିଯୁକ୍ତି ବୟସ ସୀମା । ବୟସ ସୀମା କୋହଳ କରିବାକୁ ନିର୍ଦେଶ ଦେଲେ ହାଇକୋର୍ଟ । ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା । ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି । ୦୭ .୧୦ . ୨୦୨୪ ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking