ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ୬ ବର୍ଷ ଜରୁରୀ । ୬ରୁ ବର୍ଷରୁ କମ ହେଲେ ନାମଲେଖା ହୋଇପାରିବନି । ଶିକ୍ଷାବିତଙ୍କ ସହ ଆଲୋଚନା ପରେ ବୟସ ଧାଯ୍ୟ କରାଯାଇଛି ା ଏନେଇ ଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।