21.1 C
Bhubaneswar
Friday, December 19, 2025
Homeଓଡିଶାପୁଣି ବେଳାଭୂମିରେ ଯୁବତୀଙ୍କୁ ଅସଦାଚରଣ

ପୁଣି ବେଳାଭୂମିରେ ଯୁବତୀଙ୍କୁ ଅସଦାଚରଣ

ବାଲେଶ୍ବର: ପୁଣି ବେଳାଭୂମିରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ  ଅସଦାଚରଣ ଅଭିଯୋଗ । ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିବା ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅସାମାଜିକ ଯୁବକମାନେ ପର୍ଯ୍ୟଟକଙ୍କୁ  ଆକ୍ରମଣ ଏବଂ ଅସାଦାଚରଣ କରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking