27.8 C
Bhubaneswar
Tuesday, July 9, 2024
Homeଓଡିଶାଅବସର ପରେ ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ

ଅବସର ପରେ ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ

ଭୁବନେଶ୍ୱର : ଅବସର ପରେ ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ । ସୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ଦ୍ଦେଶକ ପଦରୁ ୨ ଅଧିକାରୀ ହଟିଲେ । ଅବସର ପରେ ବି ସୁଡ଼ା ନିର୍ଦ୍ଦେଶକ ଥିବା ସାରଦା ପ୍ରସାଦ ପଣ୍ଡା ହଟିଲେ । ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡ଼ା ନିର୍ଦ୍ଦେଶକ ହୋଇଛନ୍ତି। ଅବସର ପରେ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍ ନାୟକଙ୍କୁ ମଧ୍ୟ ହଟାଯାଇଛି। ସଂଗ୍ରାମଜିତଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking