23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନେପାଳ ପରେ ଏବେ ଫ୍ରାନ୍ସରେ ଭୟଙ୍କର ପ୍ରତିବାଦ

ନେପାଳ ପରେ ଏବେ ଫ୍ରାନ୍ସରେ ଭୟଙ୍କର ପ୍ରତିବାଦ

ପ୍ୟାରିସ: ନେପାଳ ପରେ ଏବେ ଫ୍ରାନ୍ସରରେ ପ୍ରବଳ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ବିରୋଧରେ ଶହ ଶହ ଲୋକ ଫ୍ରାନ୍ସର ରାସ୍ତାକୁ ଓଲ୍ହାଇ ଆସି ଭୟଙ୍କର ପ୍ରତିବାଦ କରୁଛନ୍ତି। କ୍ରୋଧିତ ଜନତା ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜା ଆରମ୍ଭ କରିଦେଇଥିବା ନେଇ ସୂଚନା ମିଳିଛି। ମାକ୍ରୋନ ଦେଶରେ ନୂତନ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଫ୍ରାନ୍ସରେ ଏହି ହିଂସା ବ୍ୟାପି ଯାଇଛି। ଏହା ଏକ ବିରାଟ ଉତ୍ତେଜନା ସୃଷ୍ଟି କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking