ନୂଆଦିଲ୍ଲୀ : ଜଣେ ଆମେରିକୀୟ ସ୍କୁଲ ଛାତ୍ର ନଦୀ ନିକଟରୁ ଏକ ବୋତଲ ପାଇଥିଲେ । ସେହି ବୋଟଲରେ ତାଙ୍କ ମାଙ୍କ ଚିଠି ଥିଲା । ଏହି କଥା ଯେତେବେଳେ ଛାତ୍ରଟି ଜାଣିଲା ସେଖୁସି ହୋଇଯାଇଥିଲା । ଏହି ଚିଠିଟି ତାଙ୍କ ମା ୧୯୯୮ରେ ଲେଖିଥିଲେ । ପଢିବା ପରେ ଛାତ୍ରୀଟି ମାଙ୍କୁ ନେଇ ଦେଖାଇଥିଲା । ତାଙ୍କ ମା କହିଥିଲେ ମହଁ ଯେତ୍ୱେଳେ ଚତୁର୍ଥ ଶ୍ରେଣୀ ପଢୁଥିଲି ମୋତେ ମୋ ବିଦ୍ୟାଳୟରେ ଶିକ୍ଷକ ମହାନଦୀ ଉପରେ ରଚନା ଲେଖିବାକୁ କହିଥିଲେ । ମୁଁ ଲେଖି ବୋତଲ ଭିରେ ସିଲ କରି ଭସାଇ ଦେଇଥଲି । ଏହାକୁ ଖୋଲି ପଢିବା ପରେ ତାଙ୍କ ମା ଭାବ ବିହ୍ୱଳ ହୋଇଯାଇଥିଲେ । ବୋତଲରେ ଲେଖାଥିଲା ଯେ ପ୍ଲଷ୍ଟିକ ବହୁତ ଖରାପ ଓ କ୍ଷତିକାରକ ଜିନିଷ । ୨୬ ବର୍ଷ ପରେ ଭଲ ଅବସ୍ଥାରେ ମିଳି ତାଙ୍କୁ ବିଦ୍ୟାଳୟକୁ ଦିଆଯାଇଥିଲା ।