34.1 C
Bhubaneswar
Tuesday, April 1, 2025
Homeଓଡିଶାବନୀକରଣ ଦୁର୍ନିତି: ହାଇକୋର୍ଟଙ୍କ ନୋଟିସ୍‌

ବନୀକରଣ ଦୁର୍ନିତି: ହାଇକୋର୍ଟଙ୍କ ନୋଟିସ୍‌

କଟକ: ବନୀକରଣ ଆଳରେ ଦୁର୍ନୀତି ଅଭିଯୋଗ ମାମଲା । ନୟାଗଡ ଖଣ୍ଡପଡା ବନଖଣ୍ଡ ଅଞ୍ଚଳରେ ଦୁର୍ନୀତି ଅଭିଯୋଗ । ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରିକଲେ ହାଇକୋର୍ଟ । ଅଭିଯୋଗ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ୧୦୦ ହେକ୍ଟର ଜମିରେ ବନୀକରଣ ନାଁରେ ଠକେଇ ଅଭିଯୋଗ । କୋଟି କୋଟି ଟଙ୍କା ହଡପ ଅଭିଯୋଗ । ହାଇକୋର୍ଟରେ ହୋଇଥିଲା ଜନସ୍ୱାର୍ଥ ମାମଲା । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ଖଣ୍ଡପୀଠରେ ଶୁଣାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking