17.1 C
Bhubaneswar
Wednesday, December 10, 2025
Homeଓଡିଶାଡେଲିଭରି ସଂସ୍ଥା ପାଇଁ ଆସିବ ଆଡଭାଇଜରି

ଡେଲିଭରି ସଂସ୍ଥା ପାଇଁ ଆସିବ ଆଡଭାଇଜରି

ଭୁବନେଶ୍ୱର: ଡେଲିଭରି ସଂସ୍ଥା ପାଇଁ ଆସିବ ଆଡଭାଇଜରି । ଡେଲିଭରି ସଂସ୍ଥା ପାଇଁ ଆଡଭାଇଜରି ଜାରି କରିବ ପରିବହନ ବିଭାଗ । ଡେଲିଭରି ବୟଙ୍କ ଦ୍ରୁତଗତିରେ ଗାଡି ଚାଳନାକୁ ନେଇ ଚିନ୍ତାରେ ବିଭାଗ । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଗ୍ରାହକଙ୍କ ନିକଟରେ ଶୀଘ୍ର ପହଞ୍ଚିବା ପ୍ରତିଯୋଗିତାର ଅତ୍ୟନ୍ତ ବିପଦପୂଣ୍ଣ । ସଡକ ସୁରକ୍ଷା ପାଳନ ଆମର ପ୍ରମୁଖ ଉଦ୍ଦେଶ୍ୟ କହିଲେ ପରିବହନ ମନ୍ତ୍ରୀ । ସଂସ୍ଥା ନିଜ ଡେଲିଭରି ବୟଙ୍କୁ ଟ୍ରେନିଂ ଦିଅନ୍ତୁ, ନିର୍ଦ୍ଦିଷ୍ଟ ସମୟ ଫିକ୍ସ ରଖନ୍ତୁ ନାହିଁ । ଉଲ୍ଲଙ୍ଘନ କଲେ ଡେଲିଭରି ବୟ ସହ ସଂସ୍ଥା ମୁଖ୍ୟଙ୍କ ଉପରେ ହେବ କାଯ୍ୟାନୁଷ୍ଠାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking