14.1 C
Bhubaneswar
Tuesday, January 13, 2026
Homeଓଡିଶାସବୁ ଜିଲ୍ଲାରେ ମେଡିକାଲ କଲେଜ ସହ ଡାକ୍ତର ନିଯୁକ୍ତି ବିଜ୍ଞାପନ: ସ୍ୱାସ୍ଥ୍ୟମନ୍ତ୍ରୀ

ସବୁ ଜିଲ୍ଲାରେ ମେଡିକାଲ କଲେଜ ସହ ଡାକ୍ତର ନିଯୁକ୍ତି ବିଜ୍ଞାପନ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭଦ୍ରକରେ ଖୁବଶୀଘ୍ର ମେଡିକାଲ କଲେଜ । ଏ ନେଇ ବିଧାନସଭାରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶୃତିବଦ୍ଧ । ସେହିପରି ସେ କହିଛନ୍ତି ଯେ , ଖୁବଶୀଘ୍ର ଡାକ୍ତର ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ । ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ । ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟସରକାର । ୩ ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ ବୋଲି ବିଧାନ ସଭାରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking