27.1 C
Bhubaneswar
Monday, March 30, 2026
Homeଓଡିଶାବେଆଇନ କୋଇଲା ଖଣିରେ ଆରମ୍ଭ ହେଲା ପ୍ରଶାସନର ଚଢ଼ାଉ

ବେଆଇନ କୋଇଲା ଖଣିରେ ଆରମ୍ଭ ହେଲା ପ୍ରଶାସନର ଚଢ଼ାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ସବୁଠୁ ବଡ଼ ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ଚୋରା ଖଣି ଉପରେ ପ୍ରଶାସନ, ପୁଲିସ  ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି।ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ,  ହେମଗିର ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଏକଙ୍କ ସହ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଥିବା ଜଣାଯାଇଛି। ହେମଗିରି ବ୍ଲକ କୁଲାପଡ଼ାରେ ଚଢ଼ାଉ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking