21.1 C
Bhubaneswar
Friday, February 6, 2026
Homeଓଡିଶା ଏଡିଇଓଙ୍କ ୩ ମାସର ଦରମା ବନ୍ଦ

 ଏଡିଇଓଙ୍କ ୩ ମାସର ଦରମା ବନ୍ଦ

କଟକ: କଟକ କଲେକ୍ଟର ୭ଟି ବ୍ଲକ ଡିଇଓଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।MRNEGA କାର୍ଯ୍ୟର ସମୀକ୍ଷା ସମୟରେ କଲେକ୍ଟର ଅସନ୍ତୁଷ୍ଟ ଥିଲେ। ସେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଏମାନଙ୍କର ଦରମା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ଚିଠିରେ ଉଲ୍ଲେଖ କରାଯାଇଛି ଯେ ଆଠଗଡ଼, ବାଙ୍କି, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଏବଂ ଟାଙ୍ଗୀ ଚୌଦ୍ୱାର ବ୍ଲକରେ MRNEGA କାମ ଠିକ୍ ଭାବରେ ହେଉନାହିଁ।ଏହି ବ୍ଲକର ବିଡିଓମାନଙ୍କୁ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମ୍ଆରନେଗା ଏବଂ ଗ୍ରାମୀଣ ଗୃହ ଯୋଜନା କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡିଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଦେଇଛନ୍ତି ସାଲେପୁର ବିଡିଓ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking