Homeଓଡିଶାଅତିରିକ୍ତ ବଜେଟ: ସାମାଜିକ ନିରାପତ୍ତା ଓଡିଶାଭୁବନେଶ୍ୱର ଅତିରିକ୍ତ ବଜେଟ: ସାମାଜିକ ନିରାପତ୍ତା By Ona Khabara 26/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧୁବାବୁ ପେନସନ ଯୋଜନା ପାଇଁ ୩୩୮ କୋଟି । ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ୧୬ କୋଟି । ବିଧବା ଭର୍ତ୍ତା ପାଇଁ ୧୬ କୋଟି ଟଙ୍କା । Share FacebookTwitterPinterestWhatsAppLinkedinReddItTelegram Previous articleୟୁକ୍ରେନ ପାଇଁ ଋଷିଆର ୧୮୮ ଡ୍ରୋନ୍ ଲଞ୍ଚNext articleଅତିରିକ୍ତ ବଜେଟ: ସ୍ୱାସ୍ଥ୍ୟ ସେବା Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଭାରତୀୟ ତୀର୍ଥଯାତ୍ରୀ ମୃତ ଦେଶ ବିଦେଶ ୯ଟି ଦେଶ ଦେଇ ଯିବା ବାରଣ: ଡିଜିସିଏ ଓଡିଶା ନୋଟିସରେ ସତ ଲେଖୁନାହାନ୍ତି: ପ୍ରମିଳା ଓଡିଶା ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ