27.1 C
Bhubaneswar
Monday, December 8, 2025
Homeଓଡିଶାଶିକ୍ଷାନୁଷ୍ଠାନରେ ଲଗାଅ ହେଲପ ଲାଇନ ନମ୍ବର: ଉଚ୍ଚଶିକ୍ଷା ବିଭାଗ

ଶିକ୍ଷାନୁଷ୍ଠାନରେ ଲଗାଅ ହେଲପ ଲାଇନ ନମ୍ବର: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ । ସମସ୍ତ ଶିକ୍ଷାନୁଷ୍ଠାନରେ ଲାଗିବ ହେଲପ ଲାଇନ ନମ୍ବର । ଦୃଶ୍ୟମାନ ହେଉଥିବା ସ୍ଥାନରେ ତୁରନ୍ତ ହେଲପ ଲାଇନ  ନମ୍ବର ଲଗାଇବାକୁ  ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅତି ଜରୁରୀ ଭାବେ ଗ୍ରହଣ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରୀ ଓ ମହିଳାଙ୍କ ପାଇଁ ହେଲପଲାଇନ ନମ୍ବର ହେଉଛି ୧୮୧ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking