22.1 C
Bhubaneswar
Friday, December 5, 2025
Homeଓଡିଶାଓଡିଆ ଝିଅକୁ ଅଭିନେତ୍ରୀଙ୍କ ନିର୍ଯାତନା

ଓଡିଆ ଝିଅକୁ ଅଭିନେତ୍ରୀଙ୍କ ନିର୍ଯାତନା

ନୂଆଦିଲ୍ଲୀ: ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହାୟାତିଙ୍କ ନାଁରେ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି । ଘରୋଇ ସହାୟିକା ଥିବା ଓଡିଆ ଯୁବତୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି । ଯୁବତୀ ଜଣକ ଡିମ୍ପଲ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଓଡିଆ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ ଥୟବା ନେଇ ସୂଚନା ମିଳିଛି । ସେ ଡିମ୍ପଲଙ୍କ ଘରେ ସହାୟିକା ଭାବରେ କାମ କରୁଥିଲେ । ଡିମ୍ପଲ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତିା ତେବେ ଅଭିଯୋଗ ପରେ ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking