27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଅଭିନେତା ଗୋବିନ୍ଦାଙ୍କ ଗୋଡରେ ବାଜିଛି ଗୁଳି

ଅଭିନେତା ଗୋବିନ୍ଦାଙ୍କ ଗୋଡରେ ବାଜିଛି ଗୁଳି

ମୁମ୍ବାଇ : ନିଜ ବନ୍ଧୁକ ସଫା କରୁଥିବା ବେଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଗିଛି ଗୁଳି। ଆଜି ସକାଳୁ ନିଜ ଘରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିଲେ ଗୋବିନ୍ଦା। ହେଲେ ଏହି ସମୟରେ ଭୁଲବଶତଃ ଗୁଳି ଫୁଟି ଆହତ ହୋଇଛନ୍ତି ଗୋବିନ୍ଦା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking