24.1 C
Bhubaneswar
Friday, February 6, 2026
Homeଓଡିଶାକାର୍ଯ୍ୟାନୁଷ୍ଠାନ ହେବ: ପୃଥ୍ୱୀରାଜ

କାର୍ଯ୍ୟାନୁଷ୍ଠାନ ହେବ: ପୃଥ୍ୱୀରାଜ

ଭୁବନେଶ୍ୱର: ଦଳାଚକଟା ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ଯେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଛି । ବିଭିନ୍ନ ବିଭାଗସ୍ତରରେ ତର୍ଜମା ସରିଛି । ଦଳାଚକଟା ରିପୋର୍ଟରେ ୭ ଜଣ ପୋଲିସ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା । ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ୭ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ଏନେଇ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି ଜଣାଇଥିଲେ ଗୃହ ବିଭାଗର ଅତିରିକ୍ତ ସଚିବ ।

ଗୁଣ୍ଡିଚା ମନ୍ଦିର ଦଳାଚକଟା: ୭ ପୋଲିସ ଦାୟୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking