18.1 C
Bhubaneswar
Saturday, December 6, 2025
Homeଓଡିଶାକଟନିଛଟନି  କଲେ ଆକ୍ସନ ହେବ- ମନ୍ତ୍ରୀ

କଟନିଛଟନି  କଲେ ଆକ୍ସନ ହେବ- ମନ୍ତ୍ରୀ

ଭୁବନେଶ୍ୱର : କଟନୀଛଟନିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ବୟାନ ରଖିଛନ୍ତି । କହିଛନ୍ତି  ରାଜ୍ୟରେ  କଟନିଛଟନି ଗୋଟିଏ ବହୁତ ବଡ ରୋଗ ।  ଏହା ଦୀର୍ଘ ଦିନ ଧରି ରାଜ୍ୟରେ ଚାଲି ଆସୁଛି । ମାତ୍ର ବିଜେପି ସରକାର ବହୁ ପରିମାଣରେ ନିୟନ୍ତ୍ରଣ କରିଛନ୍ତି ।  ବାରମ୍ବାର ଅପିଲ ପରେ ବି ପୂରା ନିୟନ୍ତ୍ରଣକୁ ଆସିନି । ବହୁ ଜିଲ୍ଲାରେ ବିନା କଟନିଛଟନିରେ ଧାନ ବିକ୍ରି ଚାଲିଛି ।  କଟନୀଛଟନୀ ନକରିବାକୁ ପୁଣି ଅପିଲ କଲେ ମନ୍ତ୍ରୀ । ଯେଉଁଠି ଏ ରୋଗ ଅଛି  ନିଶ୍ଚିତ ଆକ୍ସନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking